ରୁମି Rumi
- ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ରୋମଶ) — ଲୋମମୟ; ଲୋମଶ — Furry
- ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ରୋମଶ) — ଯେଉଁ ବ୍ଯକ୍ତିର ଦେହଯାକ ବଡ଼ ବଡ଼ ଲୋମରେ ପୂର୍ଣ୍ଣ — (person) Having large furs growing all over his body
- ବୈଦେ. ବିଣ—(ଫା) — ରୁମ୍ ଦେଶ ସମ୍ବନ୍ଧୀୟ — Relating to the country of Rum