ରୁମୁଝୁମୁ Rumujhumu
- ଦେ. ଅ (ଧ୍ୱନ୍ୟନୁକରଣ; ସଂ. ରୁଣ୍ ଧାତୁ ଧ୍ୱନ୍ ଧାତୁ) ରୁଣୁଝୁଣୁ; ଅଳଙ୍କାର ଆଦିର ମଧୁର କ୍ୱଣନ — Sweet tinkling of ornaments
- ଦେ. ଅ (ଧ୍ୱନ୍ୟନୁକରଣ; ସଂ. ରୁଣ୍ ଧାତୁ ଧ୍ୱନ୍ ଧାତୁ) ବୀଣା ଆଦିର ସୁମଧୁର ଝଙ୍କାର — The sweet vibratory sound of a harp
- ଦେ. ଅ (ଧ୍ୱନ୍ୟନୁକରଣ; ସଂ. ରୁଣ୍ ଧାତୁ ଧ୍ୱନ୍ ଧାତୁ) [ଦ୍ର—ରୁଣୁଝୁଣୁ ଅପେକ୍ଷା ରୁମୁଝୁମ୍(ମୁ) ଗମ୍ଭୀରତର।]