ରୁଣ୍ଠା Runṭhā
- ଦେ. ବିଣ. ପୁଂ. ସ୍ତ୍ରୀ—(ସଂ. ରୁଣ୍ଠ୍ ଧାତୁ) — ଅତି କୃପଣ — Very miserly
- ଦେ. ବିଣ. ପୁଂ. ସ୍ତ୍ରୀ—(ସଂ. ରୁଣ୍ଠ୍ ଧାତୁ) — ବିଶୁଷ୍କ; ନୀରସ; ଶୁଖିଲା — Dry; sapless; withered
- ଦେ. ବିଣ. ପୁଂ. ସ୍ତ୍ରୀ—(ସଂ. ରୁଣ୍ଠ୍ ଧାତୁ) — କ୍ଷୀଣ — Feeble; emaciated
- ଦେ. ବିଣ. ପୁଂ. ସ୍ତ୍ରୀ—(ସଂ. ରୁଣ୍ଠ୍ ଧାତୁ) — ଖର୍ବକାୟ — Dwarfish
- ପ୍ରାଦେ. (ଗଡ଼ଜାତ) ବିଣ. — ଖାଣ୍ଟି; ଖାରା; ନ୍ଯାୟବନ୍ତ — Pure, upright
- ପ୍ରାଦେ. (ଗଡ଼ଜାତ) ବିଣ. — [ଉ—ଗାନ୍ଧି ଜଣେ ରୁଣ୍ଠା ଲୋକ— ରାଧାନାଥ ରଥ. ଗାନ୍ଧିଙ୍କ ଆତ୍ମକଥା।]