ରୁଣ୍ଟ୍ (ଧାତୁ) Ruṇṭ (root)

  • ସଂ — ଗତିକରିବା; ଯିବା — To go (Apte.)
  • ସଂ — ଚୋରିକରିବା — To steal (Apte.)
  • ସଂ — ଛୋଟ ହେବା — To be lame (Apte.)
  • ସଂ — ବାଧା ଦେବା — To oppose (Apte.)
  • ସଂ — କିଛି କାମ ନ କରିବା — To be idle (M.W.)