ରୁଣ୍ଠାରୁଣ୍ଠିକରିବା Ruṇṭhā ruṇṭhi karibā

  • ଦେ. କ୍ରି.—(ସଂ. ରୁଣ୍ଠ୍ ଧାତୁ) — ନାନାସ୍ଥାନର ସଞ୍ଚିତ ଧନକୁ ଖୋଜିଖାଜି ନିଃଶେଷ କରି ବା ଲୁଣ୍ଡେଇ ପୁଣ୍ଡେଇ କରି ନେବା — To take away all cash or riches stored at any place
  • ଦେ. କ୍ରି.—(ସଂ. ରୁଣ୍ଠ୍ ଧାତୁ) — (ଯଥା—ମହାଜନ ଶୁଝିବା ପାଇଁ ଘରେ ସିନ୍ଦୁକ ବାକ୍ସ, ପେଡ଼ି ପେଟରା, ଯେଉଁଠାରେ ଯାହା ଥିଲା, ସବୁ ରୁଣ୍ଠା ରୁଣ୍ଠି କରି ଆଣିଲି; ତେବେ ସୁଦ୍ଧା ମହାଜନଙ୍କ ଦେଣା ମୂଳପୋଛ ନ ହେଲା।)
  • ଦେ. କ୍ରି.—(ସଂ. ରୁଣ୍ଠ୍ ଧାତୁ) — ଧନାଦି ନିଃଶେଷରୂପେ ଲୁଣ୍ଠନ କରିବା — To loot away; to ransack
  • ଦେ. କ୍ରି.—(ସଂ. ରୁଣ୍ଠ୍ ଧାତୁ) — ରେକଟିବା (ଯଥା ହାଡ଼ରୁ ମାଉଁସ ରୁଣ୍ଠିବା) — To nibble the soft parts adhering to a hard thing