ରୁଣୁରୁଣୁ Ruṇuruṇu

  • ଦେ. ଅ (ଧ୍ୱନ୍ୟନୁକରଣ; ସଂ. ରଣ୍ ଓ ଧ୍ୱନ୍ ଧାତୁ=ଶବ୍ଦ କରିବାରୁ) — କିଣି କିଣି ଶବ୍ଦ; ଘଣ୍ଟିଯୁକ୍ତ ଅଳଙ୍କାରର ମଧୁର କ୍ୱଣନ — Sweet tingling of small bells in ornaments
  • ଦେ. ଅ (ଧ୍ୱନ୍ୟନୁକରଣ; ସଂ. ରଣ୍ ଓ ଧ୍ୱନ୍ ଧାତୁ=ଶବ୍ଦ କରିବାରୁ) — [ଉ—ଯଥା—ହାତର ମୁଦି ଗୋଡ଼ର ପାହୁଡ଼ ଚାଲିଗଲେ ରୁଣଝୁଣ, ଭାରିଜା ପରଶା ସୁଆଦ ଲାଗେ, ଭାରିଯା ତ ଅବିଗୁଣ—ଢଗ। ଚାଲନ୍ତେ ରୁଣଝୁଣ ବାଜେ, କୁସୁମ ମାଳା ଗଳେ ସାଜେ—ଭାଗବତ।]
  • ଦେ. ଅ (ଧ୍ୱନ୍ୟନୁକରଣ; ସଂ. ରଣ୍ ଓ ଧ୍ୱନ୍ ଧାତୁ=ଶବ୍ଦ କରିବାରୁ) — ବୀଣାଦିର ମଧୁର ଝଙ୍କାର ଶବ୍ଦ — The sweet sound of the harp
  • ଦେ. ଅ (ଧ୍ୱନ୍ୟନୁକରଣ; ସଂ. ରଣ୍ ଓ ଧ୍ୱନ୍ ଧାତୁ=ଶବ୍ଦ କରିବାରୁ) — [ଦ୍ର—ରୁଣୁଝୁଣୁଠାରୁ ରଣଝଣ ଶବ୍ଦ ଉଚ୍ଚତର।]