ରୁଣଝୁଣିତ Ruṇajhuṇita

  • ଦେ. (ପଦ୍ଯ) ବିଣ — ଝଙ୍କାରଶବ୍ଦ ଯୁକ୍ତ — Jingling
  • ଦେ. (ପଦ୍ଯ) ବିଣ — [ଉ—ସକଳ ନୂପୁରନାଦ କଙ୍କଣ, ମୁଦ୍ରିକା ବାଦ୍ୟ, ରୁଣଝୁଣିତ ଶବଦ ଘୋର ଚହଳ—ପ୍ରାଚୀ, ରହସ୍ୟମଞ୍ଜରୀ।]