ରୁଖା ଭାତ Rukhā bhāta

  • ଦେ. ବି (ସଂ. ରୁକ୍ଷ+ଭକ୍ତ) — ନୁଖୁରା ଭାତ; ଯେଉଁ ଭାତରେ ଘିଅ ଗୋଳିଆ ହୋଇ ନ ଥାଏ — Rice not anointed with ghee
  • ଦେ. ବି (ସଂ. ରୁକ୍ଷ+ଭକ୍ତ) — [ଦ୍ର—ସଂସ୍କୃତରେ 'ଘୃତହୀନଂ କୁଭୋଜନଂ' ପ୍ରବଚନ ଅଛି।]
  • ଦେ. ବି (ସଂ. ରୁକ୍ଷ+ଭକ୍ତ) — ମୋଟା ଭାତ; ବଗଡ଼ା ଅନ୍ନ — Coarse rice; boiled coarse rice
  • ଦେ. ବି (ସଂ. ରୁକ୍ଷ+ଭକ୍ତ) — ତୁଚ୍ଛା ଭାତ; ବ୍ୟଞ୍ଜନବିହୀନ ଅନ୍ନ — Cooked rice not served up with curry
  • ଦେ. ବି (ସଂ. ରୁକ୍ଷ+ଭକ୍ତ) — ଶୁଖିଲା ଭାତ; ଶୁଷ୍କ ଅନ୍ନ — Dried rice; boiled rice which has become dry
  • ଦେ. ବି (ସଂ. ରୁକ୍ଷ+ଭକ୍ତ) — [ଦ୍ର—ଭାତ ସଙ୍ଗେ ଘିଅ ଗୋଳା ନ ହେଲେ ତାହା ଗିଳିବାକୁ କଷ୍ଟ ହୁଏ, ଏଥିପାଇଁ ଘୃତହୀନ ଭୋଜନକୁ ହିନ୍ଦୁମାନେ କୁଭୋଜନ କହନ୍ତି। ସେହିପରି ଭାତ ସଙ୍ଗେ ଡାଲି ବା ତିଅଣ ନ ଥିଲେ ସେ ଭାତ ଗଳାଧଃକରଣ କରିବାକୁ କର୍କଶ ଲାଗେ।]