ରୁଖ Rukha

  • ସଂ. ବି. (ରୁଖ୍ ଧାତୁ+କର୍ତ୍ତୃ. ଅ) — ଶୂନ୍ଯ; ଖାଲି; ତୁଚ୍ଛା — Empty
  • ସଂ. ବି. (ରୁଖ୍ ଧାତୁ+କର୍ତ୍ତୃ. ଅ) — କ୍ଷୀଣ; ରୋଗା; ଦୁର୍ବଳ — Lean; weak; delicate
  • ଦେ. ବି. (ସଂ. ରୁକ୍ଷ= କର୍କଶ) — ଉହାରେ ବା କରତରେ କଟା ହୋଇଥିବା ଲୁହା ଆଦି ଧାତୁର ଅତି କ୍ଷୁଦ୍ର ଗୁଣ୍ଡ — Powder of metals; metal filings
  • ଦେ. ବି. (ସଂ. ରୁକ୍ଷ= କର୍କଶ) — [ଦ୍ର—ବାରୁଦରେ ରୁଖ ମିଶାଇ ସେଥିରେ ନିଆଁ ଲଗାଇଲେ ସେ ରୁଖମାନ ଜଳନ୍ତା ଚମ୍ପା ଫୁଲ ପରି ଝଡ଼ି ପଡ଼େ।]
  • ଦେ. ବି. (ସଂ. ରୁକ୍ଷ= କର୍କଶ) — ଲୁହା ଆଦି ଗୁଣ୍ଡା ମିଶ୍ରିତ ବାରୁଦରୁ ଝଡ଼ିବା ଜଳନ୍ତା ଚମ୍ପା ଫୁଲ ପରି ଦେଖାଯିବା ଅଗ୍ନି ସ୍ଫୁଲିଙ୍ଗ — Burning sparks coming out of burning gun-powder or fire work which is prepared by mixing metal filings with it