ରୁଖା ଶୁଖା Rukhā ṡukhā

  • ଦେ. ବିଣ. (ସହଚର; ସଂ. ରୁକ୍ଷ ଓ ଶୁଷ୍କ) — ଘୃତ ଓ ବ୍ୟଞ୍ଜନ ବିହୀନ (ରୁକ୍ଷ) ଏବଂ ଶୁଖିଲା (ଅନ୍ନ) — (food) Not accompanied with ghee or curry and which has also become dry
  • ଦେ. ବିଣ. (ସହଚର; ସଂ. ରୁକ୍ଷ ଓ ଶୁଷ୍କ) — ବଗଡ଼ା (ଭାତ) — Coarse (food)
  • ଦେ. ବିଣ. (ସହଚର; ସଂ. ରୁକ୍ଷ ଓ ଶୁଷ୍କ) — (ଯଥା—ମୁଁ ତ ଧନୀ ନୁହେଁ ଯେ, ମୋ ଘରେ ନିତି ଘୃତାନ୍ନ ବା ପଚପଚିଆ ମାଲ ଖାଇବାକୁ ମିଳିବ। ମୋତେ ଯେ ଆଶ୍ରା କରିବ ତାକୁ ଦିନାନ୍ତେ ରୁଖାଶୁଖା ଶାଗଭାତ ମୁଠାଏ ମିଳିବ।)
  • ଦେ. ବିଣ. (ସହଚର; ସଂ. ରୁକ୍ଷ ଓ ଶୁଷ୍କ) — ତୈଳାଦି ଚର୍ଚ୍ଚିତ ନ ହେବାରୁ ଶୁଷ୍କ ବା ଦୁର୍ବଳ (ଦେହ) — (body) Which has become unoiled and coarse
  • ଦେ. ବିଣ. (ସହଚର; ସଂ. ରୁକ୍ଷ ଓ ଶୁଷ୍କ) — (ଉ— ରୁଖାଶୁଖା ( 1 ) ଖାଏ ଯେ, ରୁଖାଶୁଖା ( 3 ) ହୁଏ ସେ —ଢଗ।) — (ଉ— ରୁଖାଶୁଖା (1) ଖାଏ ଯେ, ରୁଖାଶୁଖା (3) ହୁଏ ସେ —ଢଗ)
  • ଦେ. ବି — ଘୃତ ଓ ବ୍ୟଞ୍ଜନହୀନ ଖାଦ୍ୟ; ଘୃତହୀନ ଶାକାନ୍ନ — Coarse and simple food; scanty fare
  • ଦେ. ବି — ତୈଳାଭ୍ୟଙ୍ଗ ହୀନ ଓ କ୍ଷୀଣ ବ୍ଯକ୍ତି — An unoiled and slender person