ରୁଖା Rukhā
- ଦେ. ବି (ସଂ. ଦୀପରକ୍ଷା ଶବ୍ଦରୁ; ଯାହା ଉପରେ ପ୍ରଦୀପ ସ୍ଥାପିତ ହୁଏ) — ଦୀପାଧାର; ପିଲିସଜ — Lamp-stand
- ଦେ. ବିଣ. (ସଂ. ରୁକ୍ଷ) — ନୁଖୁରା; ଅସ୍ନିଗ୍ଧ; ତୈଳହୀନ — Unoily
- ଦେ. ବିଣ. (ସଂ. ରୁକ୍ଷ) — ଶୁଷ୍କ; ନୀରସ — Dry
- ଦେ. ବିଣ. (ସଂ. ରୁକ୍ଷ) — କର୍କଶ; ଅମସୃଣ — Unsmooth; coarse
- ଦେ. ବିଣ. (ସଂ. ରୁକ୍ଷ) — କଡ଼ା (କଥା) — Uncouth (words)
- ଦେ. ବିଣ. (ସଂ. ରୁକ୍ଷ) — (ଖାଦ୍ୟ) ଯାହା ତୈଳ ବା ଘୃତ ଚର୍ଚ୍ଚିତ ହୋଇ ନ ଥାଏ — Not smeared or seasoned or saturated with oil or ghee