ରୁଖିଆ ବସାଇବା Rukhiā basāibā
- ପ୍ରାଦେ. (ଗଡ଼ଜାତ) କ୍ରି — ଜଙ୍ଗଲର ଯେଉଁ ସୀମା ମଧ୍ୟରେ ଥିବା ବନ୍ୟ ଜନ୍ତୁମାନଙ୍କୁ କାଲୁଣିଆମାନଙ୍କ ଦ୍ୱାରା ଶିକାରୀ ପାଖକୁ ହୁରୁଡ଼ାଇ ଆଣିବାର ସ୍ଥିର କରାଯାଏ, ଶିକାର କରିବାର ପୂର୍ବଦିନ ରାତିରେ ସେହି ସୀମାକୁ ଅଳ୍ପ ସଂଖ୍ୟକ ଲୋକଙ୍କ ଦ୍ୱାରା ଜଗାଇବା — To have an area of a jungle watched by a few persons on the night previous to a beat
- ପ୍ରାଦେ. (ଗଡ଼ଜାତ) କ୍ରି — [ଦ୍ର—ଏହି ରୁଖିଆମାନେ ରାତି ମଧ୍ୟରେ ଏ ସୀମାରେ ବାଘ ଥିବା ବାରି ପାରି ପରଦିନ କାଲୁଣିଆମାନେ ସେ ସୀମାକୁ ଘେରିବା ପୂର୍ବରୁ ଶିକାରୀକୁ ସେ ସୀମା ମଧ୍ୟରେ ଥିବା ଜନ୍ତୁମାନଙ୍କ ସଂବାଦ ଦିଅନ୍ତି ।]