ରିଷାଲି Rishāli

  • ବୈଦେ. ବି (କଚିରିଆ; ଆ=ଇର୍ସାଲ୍=ମଫସଲରୁ ରାଜଧାନୀକୁ ପ୍ରେରିତ ରାଜସ୍ୱ) — ଧନକୁ ସ୍ଥାନାନ୍ତର ପ୍ରେରଣ — Remittance of money
  • ବୈଦେ. ବି (କଚିରିଆ; ଆ=ଇର୍ସାଲ୍=ମଫସଲରୁ ରାଜଧାନୀକୁ ପ୍ରେରିତ ରାଜସ୍ୱ) — ମଫସଲରୁ ଆଦାୟ ହେବା ରାଜସ୍ୱକୁ ସଦରକୁ ପ୍ରେରଣ — Remittance of revenue realised from mofussal to the head quarters