ରିଷାଲି କରିବା Rishāli karibā

  • ଦେ. କ୍ରି— (କଚିରିଆ) — ଧନାଦି ସ୍ଥାନାନ୍ତରକୁ ପ୍ରେରଣ କରିବା — To send or remit money etc to another place
  • ଦେ. କ୍ରି— (କଚିରିଆ) — ମଫସଲରୁ ଆଦାୟ ହେବା ଟଙ୍କା ସହରକୁ ପଠାଇବା — To remit rent realised from mofassal to the head quarters