ରିଷା କରିବା Rishā karibā

  • ଦେ. କ୍ରି — ଆକ୍ରୋଶ କରିବା — To envy
  • ଦେ. କ୍ରି — କ୍ରୋଧ କରିବା — To be angry
  • ଦେ. କ୍ରି — [ଉ— ଏ ରୂପେ ଯେଉଁ ଭୀଷ୍ମ ତାଙ୍କୁ ରିଷା କରି, କି ରୂପେ ଦେଖାଇବି କାଳ ଦଣ୍ଡଧାରୀ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।]