ରିଷେଇବା Risheibā

  • ଦେ. କ୍ରି. (ସଂ. ରୋଷ ରୁଷ୍ ଧାତୁ) — ରଗାଇବା; ଚିଡ଼ାଇବା — To irritate; to enrage
  • ପ୍ରାଦେ. (ସମ୍ବଲପୁର) କ୍ରି. — ରାଗିବା — To be angry; to be enraged