ରିଷାରିଷି Rishārishi

  • ଦେ. ବି — ରଗାରଗି; ରେଷାରେଷି; ଅନ୍ଯୋନ୍ୟରେ କ୍ରୁଦ୍ଧଭାବ — Angry attitude towards each other; mutual anger
  • ଦେ. ବି — ଉଭୟ ପକ୍ଷରେ ରାଗିଯାଇ କଥାବାର୍ତ୍ତା କରିବା — Exchange of hotwords
  • ଦେ. ବିଣ — ପରସ୍ପର ପ୍ରତି କ୍ରୋଧାନ୍ୱିତ — Mutually angry