ରାହିତ୍ୟ Rāhitya

  • ସଂ. ବି (ରହିତ+ଭାବ. ଯ) — ନିବୃତ୍ତି — Cessation; stoppage
  • ସଂ. ବି (ରହିତ+ଭାବ. ଯ) — ଅଭାବ; ଅନୁପସ୍ଥିତି — Absence; want