ରାହାସ ମଣ୍ଡୁଆ Rāhāsa maṇḍuā

  • ପ୍ରାଦେ. (ସମ୍ବଲପୁର) ବି — ପର୍ବାଦିରେ ସଂକୀର୍ତ୍ତନ କରାଯିବା ପାଇଁ ଗ୍ରାମର ମଧ୍ୟସ୍ଥଳରେ ପ୍ରସ୍ତୁତ ବଡ଼ ଛାମୁଣ୍ଡିଆ — A place under on awning prepared in the middle of the village for chanting "Sankīrttana" during festivals