ରାହୁ ଅନ୍ତର Rāhu antara

  • ସଂ. ବି (ଜ୍ୟୋତିଷ) — ମନୁଷ୍ୟର ପରମାୟୁ କାଳରେ ଅନ୍ଯ ଗ୍ରହମାନଙ୍କର ଦଶାକାଳ ମଧ୍ୟରେ ରାହୁ ଗ୍ରହର ଅନ୍ତରଦଶା — (astrology) The portion of the astrological period of a man's life when any other planet is in conjunction with Rāhu