ରାହୀ Rāhī

  • ବୈଦେ. ବି. (ଫା) — ପଥିକ — Traveller; wayfarer
  • ଦେ. ବି — ରାଧା — Rādhā
  • ଦେ. ବି — (ଉ—ଗମନକୁ ଚାହିଁ ବୋଲଇ ସେ ରାହୀ ଶୁଣ ହୋ କୁମୁଦନାଥ। ପ୍ରାଚୀ. ରସବାରିଧି)