ରାତ୍ରିକ Rātrika
- ସଂ. ବି. (ରାତ୍ରି+କ) — ପଞ୍ଚରାତ୍ର — A period of five nights
- ସଂ. ବି. (ରାତ୍ରି+କ) — ଏକ ବର୍ଷକାଳ ବେଶ୍ୟା ଗୃହରେ ବାସ କରିବା ବ୍ଯକ୍ତି — A person who lives in the house of a prostitute for a period of full one year
- ସଂ. ବି. (ରାତ୍ରି+କ) — ଏକ ପ୍ରକାର ବିଛା (ହି. ଶ) — A kind of scorpion
- ଦେ. କ୍ରି. ବିଣ — ଏକରାତ୍ରି ମାତ୍ର — One night only