ରାତ୍ରି ଯୋଗ Rātri j̄oga

  • ସଂ. ବି. — ସନ୍ଧ୍ୟା ବେଳ; ବେଳ ବୁଡ଼ — Night-fall
  • ସଂ. ବି. — (ଜ୍ୟୋତିଷ) ରାତ୍ରିରେ ଘଟିବା ଶୁଭଯୋଗ ବା ମୁହୂର୍ତ୍ତ — Auspicious periods occurring in the course of the night