ରାତ୍ରିଜ Rātrija

  • ସଂ. ବିଣ (ରାତ୍ରି+ଜନ୍ ଧାତୁ+କର୍ତ୍ତୃ. ଅ) — ଯାହା ରାତିରେ ଜାତ ହୁଏ — Produced in the course of the night
  • ବି. — ନକ୍ଷତ୍ର; ତାରା — Star