ରାତ୍ରି ଯୋଗରେ Rātri j̄ogare

  • ଦେ. କ୍ରି. ବିଣ — ସନ୍ଧ୍ୟା ପରେ — After night-fall
  • ଦେ. କ୍ରି. ବିଣ — ରାତ୍ରି ମଧ୍ୟରେ — In the course of the night
  • ଦେ. କ୍ରି. ବିଣ — ରାତ୍ରି କାଳରେ — By night
  • ଦେ. କ୍ରି. ବିଣ — (ଯଥା— ବନ୍ଦୀ ରାତ୍ରି ଯୋଗରେ ପ୍ରହରୀମାନଙ୍କ ଶୋଇଥିବାର ସୁବିଧା ପାଇ କାରାଗାରରୁ ପଳାଇଗଲା।
  • ଦେ. କ୍ରି. ବିଣ — ଆମ୍ଭେମାନେ ରାତ୍ରି ଯୋଗେ କଟକଠାରୁ ପୁରୀକୁ ଯାତ୍ରା କଲୁଁ।)