ରାତ୍ରି ଲଗ୍ନ Rātri lagna

  • ସଂ. ବି.—(ଜ୍ୟୋତିଷ) — ବିବାହାଦି ଶୁଭକର୍ମ ପାଇଁ ଜ୍ୟୋତିଷ ମତରେ ରାତ୍ରିକାଳରେ ପଡ଼ିବା ଲଗ୍ନ ବା ମୁହୂର୍ତ୍ତ — (astrology) Auspicious periods occurring in the course of the night for the performance of certain ceremonies; e.g. marriage