ରାଜଦୂତ Rājadūta

  • ସଂ. ବି. ( 6 ଷ୍ଠୀ ତତ୍) — ରାଜାଙ୍କ ପ୍ରେରିତ ବାର୍ତ୍ତାବହ — A messenger sent by a king
  • ସଂ. ବି. ( 6 ଷ୍ଠୀ ତତ୍) — ଏକ ରାଜାଙ୍କର ଅନ୍ୟରାଜାଙ୍କ ନିକଟକୁ ପଠାଇବା ଦୂତ — Ambassador