ରାଜତ୍ୱ କାଳ Rājatwa kāḻa

  • ସଂ. ବି. ( 6 ଷ୍ଠୀ ତତ୍) — କୌଣସି ରାଜା ଯେଉଁ ନିର୍ଦ୍ଦିଷ୍ଟ କାଳ ରାଜତ୍ୱ କରନ୍ତି — The time of a king's sovereignty