ରାଜଦନ୍ତ Rājadanta

  • ସଂ. ବି. — (ରାଜ=ଶୋଭମାନ+ଦନ୍ତ, କିମ୍ବା ଦନ୍ତମାନଙ୍କ ରାଜା) ଛାମୁ ଦାନ୍ତ; ଉପର ପାଟିର ଦୁଇଗୋଟି ସମ୍ମୁଖ ଦାନ୍ତ — The front teeth; the two foreteeth of the upper jaw