ରାଜଦୃଷ୍ଟି Rājadṛushṭi
- ସଂ. ବି. ( 6 ଷ୍ଠୀ ତତ୍) — ରାଜାଙ୍କର ଅନୁଗ୍ରହ ଦୃଷ୍ଟି — King's favourable look (falling on a person)
- ସଂ. ବି. ( 6 ଷ୍ଠୀ ତତ୍) — କୌଣସି ପଦାର୍ଥ ଉପରେ ପତିତ ହେବା ରାଜାଙ୍କ କୃଦୃଷ୍ଟି ବା ନଜର; ରାଜାଙ୍କ ଆଖି ପଡ଼ିବା — The eyes or the sight of a king falling on an object
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ସାଧାରଣ ଲୋକଙ୍କ ପାଇଁ ଅଭିପ୍ରେତ ବସ୍ତୁ ଉପରେ ରାଜଦୃଷ୍ଟି ପଡ଼ିଲେ ଏହା ତହିଁର ସ୍ୱାମୀର ଭୋଗ ସମ୍ବନ୍ଧେ ବାଧାଜନକ ହୁଏ ବୋଲି ଲୋକେ କହନ୍ତି।]