ରାଜଧର୍ମ Rājadmahra
- ସଂ. ବି ( 6 ଷ୍ଠୀ ତତ୍; ରାଜନ୍+ଧର୍ମନ୍) — ରାଜାଙ୍କ କର୍ତ୍ତବ୍ୟକର୍ମ (ଯଥା—ପ୍ରଜାପାଳନ) — A king's duty (e.g. governing his subjects)
- ସଂ. ବି ( 6 ଷ୍ଠୀ ତତ୍; ରାଜନ୍+ଧର୍ମନ୍) — ରାଜନୀତି (ଦେଖ) — Rājanīti (See)
- ସଂ. ବି ( 6 ଷ୍ଠୀ ତତ୍; ରାଜନ୍+ଧର୍ମନ୍) — କ୍ଷତ୍ରିୟର କର୍ତ୍ତବ୍ୟ କର୍ମ — The duty of the military tribe
- ସଂ. ବି ( 6 ଷ୍ଠୀ ତତ୍; ରାଜନ୍+ଧର୍ମନ୍) — [ଦ୍ର—ରାଜଧର୍ମ ସମ୍ବନ୍ଧେ ମହାଭାରତ ଆଦିରେ ଅନେକ ଉପଦେଶ ଅଛି।]