ରପତାନି Rapatāni

  • ବୈଦେ. ବି. (ଫା. ରଫ୍ ତନି= ଦ୍ରବ୍ୟ ପ୍ରେରଣ, ଗମନ) — ସ୍ୱଦେଶୀ ପଣ୍ୟଦ୍ରବ୍ୟକୁ ବାଣିଜ୍ୟାର୍ଥେ ବିଦେଶକୁ ଚାଲାଣ ବା ପ୍ରେରଣ; ମାଲ ଚାଲାଣି — Export; sending of goods to a foreign country
  • ବୈଦେ. ବି. (ଫା. ରଫ୍ ତନି= ଦ୍ରବ୍ୟ ପ୍ରେରଣ, ଗମନ) — କୌଣସି ସ୍ଥାନରୁ ଗମନ; ରମାନା — Going or starting from a place
  • ବୈଦେ. ବିଣ. (ଫା) ବିଦେଶକୁ ବାଣିଜ୍ୟାର୍ଥେ ପ୍ରେରିତ (ଦ୍ରବ୍ୟ) — Exported