ରନ୍ଧ୍ରଗତ Randhra gata

  • ସଂ. ବିଣ (ଜ୍ୟୋତିଷ) — ଲଗ୍ନର ଅଷ୍ଟମ ସ୍ଥାନରେ ସ୍ଥିତ; ଗୋଚରସ୍ଥ; ନିଧନାଧିପତି (ଗ୍ରହ) — (astrology) (a planet) Situate on the 8th mansion from the Lagna of a person