ରପଟ୍ Rapaṭ
- ବୈଦେ. ବି (ଫା. ରପଟ୍; ରପ୍ତ୍) — ଗସ୍ତ; ଭ୍ରମଣ — Walking; a round
- ବୈଦେ. ବି (ଫା. ରପଟ୍; ରପ୍ତ୍) — ମିହନ୍ତ; ପରିଶ୍ରମ — Toil
- ବୈଦେ. ବି (ଫା. ରପଟ୍; ରପ୍ତ୍) — ଅଭ୍ୟାସ — Habit
- ବୈଦେ. ବି (ଇଂ. ରିପୋର୍ଟ) — ରିପୋଟ; ବିଚରଣ; ବିଜ୍ଞାପନ — Report
- ବୈଦେ. ବି (ଇଂ. ରିପୋର୍ଟ) — ଜମିଦାରୀ ସଦର ଜମା — Revenue payable to Government for a Zamindāri