ରନ୍ଧ୍ରଗତ ଶନି Randhragata sani

  • ସଂ. ବି (ଜ୍ୟୋତିଷ) — ଲଗ୍ନର ଅଷ୍ଟମ ସ୍ଥାନରେ ଉପସ୍ଥିତ ହୋଇଥିବା ଶନିଗ୍ରହ — (astrology) The position of Saturn getting into the 8th mansion from the point where the moon was at a person's nativity (the most critical point in a man's life.)
  • ସଂ. ବି (ଜ୍ୟୋତିଷ) — [ଦ୍ର—ଏହା ହେଲେ ମୃତ୍ୟୁ ଘଟେ।]
  • ସଂ. ବି (ଜ୍ୟୋତିଷ) — ଆସନ୍ନ ବା ଅନିବାର୍ଯ୍ୟ ମୃତ୍ୟୁ ଅବସ୍ଥା — The state of impending or unavoidable death