ରପ୍ରପ୍ Rap-rap

  • ଦେ. ଅ (ଧ୍ୱନ୍ୟନୁକରଣ) — ରମ୍ପରମ୍ପ; ଦେହରେ ହୋଇଥିବା ଯାଦୁ ଓ କୁଣ୍ଡିଆକୁ କୁଣ୍ଡାଇବା ବା ରାମ୍ପିବା ପ୍ରକାର — Scratching a ringworm
  • ଦେ. ଅ (ଧ୍ୱନ୍ୟନୁକରଣ) — କଣ୍ଡୁୟନ; ଦେହ କୁଣ୍ଡାଇ ହେବା; ଗଲୁଉଠିବା — Itching
  • ଦେ. ଅ (ଧ୍ୱନ୍ୟନୁକରଣ) — . (ଯଥା—ମୋ ଦେହ ରପ୍ରପ୍ ହେଉଛି।)