ରଫା ଟଙ୍କୀ Raphā ṭaṅkī

  • ପ୍ରାଦେ. (ପୁରୀ) ବି — ପୁରୀ ଓ ଖୋରଧାରେ ଏକପ୍ରକାର ମଧ୍ୟସତ୍ୱ; ଏକପ୍ରକାର ମଧ୍ୟସତ୍ୱ ବା ବାଯ୍ଯାପ୍ତି ଟଙ୍କା ବୃତ୍ତି; ଯେଉଁ ଜମିକୁ ପ୍ରଜା ଚିରସ୍ଥାୟୀ ଟଙ୍କୀରୂପେ ଦାବୀ କରୁଥିଲା, କିନ୍ତୁ ଗଭର୍ଣ୍ଣମେଣ୍ଟ ଉକ୍ତ ଦାବୀକୁ ଅଗ୍ରାହ୍ୟ କରି ତହିଁର ଜମାକୁ ପ୍ରଜା ସଙ୍ଗେ ରଫା କରିଅଛନ୍ତି — A class of resumed rent—free tenure in Puri and Khurda