ରତ ତାଳୀ Rata tāḻī
- ସଂ. ବି. ପୁଂ (ରତ+ତାଳ ଧାତୁ=ପ୍ରତିଷ୍ଠିତ ହେବା+ କର୍ତ୍ତୃ. ଇନ୍; 1 ମା. 1 ବ) — କାମୁକ ବ୍ଯକ୍ତି; ଲମ୍ପଟ — A libertine; lecher, a voluptuary
- ସଂ. ବି. ପୁଂ (ରତ+ତାଳ ଧାତୁ=ପ୍ରତିଷ୍ଠିତ ହେବା+ କର୍ତ୍ତୃ. ଇନ୍; 1 ମା. 1 ବ) — କୁଟୁଣା; ରମଣଦୂତ — A panderer; whore monger
- ସଂ. ବି. ପୁଂ (ରତ+ତାଳ ଧାତୁ=ପ୍ରତିଷ୍ଠିତ ହେବା+ କର୍ତ୍ତୃ. ଇନ୍; 1 ମା. 1 ବ) — (ସଂ. ବି. ସ୍ତ୍ରୀ; ରତ+ ତାଳ+ଈ)
- ସଂ. ବି. ପୁଂ (ରତ+ତାଳ ଧାତୁ=ପ୍ରତିଷ୍ଠିତ ହେବା+ କର୍ତ୍ତୃ. ଇନ୍; 1 ମା. 1 ବ) — ଦୂତୀ, କୁଟୁଣୀ — A bawd, procuress