ରତ ନାରାଚ Rata nārācha
- ସଂ. ବି—(ରତ+ନାରୀ+ଚି ଧାତୁ=ଏକତ୍ର କରିବା +ସଂଜ୍ଞାର୍ଥ ଅ; ରତ+ନାରାଚ; ବହୁବ୍ରୀହି) — କୁକ୍କୁର — Dog
- ସଂ. ବି—(ରତ+ନାରୀ+ଚି ଧାତୁ=ଏକତ୍ର କରିବା +ସଂଜ୍ଞାର୍ଥ ଅ; ରତ+ନାରାଚ; ବହୁବ୍ରୀହି) — କାମଦେବ — Cupid
- ସଂ. ବି—(ରତ+ନାରୀ+ଚି ଧାତୁ=ଏକତ୍ର କରିବା +ସଂଜ୍ଞାର୍ଥ ଅ; ରତ+ନାରାଚ; ବହୁବ୍ରୀହି) — ଷିଡ୍ଟ; ଲମ୍ପଟ ବ୍ଯକ୍ତି — A lecher; a libertine; a voluptuary
- ସଂ. ବି—(ରତ+ନାରୀ+ଚି ଧାତୁ=ଏକତ୍ର କରିବା +ସଂଜ୍ଞାର୍ଥ ଅ; ରତ+ନାରାଚ; ବହୁବ୍ରୀହି) — ରତହିଣ୍ଡକ; ରମଣଚୌର — Ravisher
- ସଂ. ବି—(ରତ+ନାରୀ+ଚି ଧାତୁ=ଏକତ୍ର କରିବା +ସଂଜ୍ଞାର୍ଥ ଅ; ରତ+ନାରାଚ; ବହୁବ୍ରୀହି) — ରତ କୂଜିତ; ଶୀତ୍କାର; ମଣ୍ଡିତ — Lascivious murmur of a lady in rapture during sexual congress