ରତ କୀଳ Rata kīḻa

  • ସଂ. ବି. ପୁଂ (ବହୁବ୍ରୀହି; ରତ=ମୈଥୁନ+କୀଳ=ବନ୍ଧନ ଯାହାର) — କୁକୁର — Dog
  • ସଂ. ବି. ପୁଂ (ବହୁବ୍ରୀହି; ରତ=ମୈଥୁନ+କୀଳ=ବନ୍ଧନ ଯାହାର) — (ଦ୍ର—କୁକୁରଙ୍କର ସଙ୍ଗମ କଷ୍ଟଦାୟକ ଓ ଶ୍ୱାନଦମ୍ପତିଙ୍କର ଥରେ ସଙ୍ଗମ ଆରମ୍ଭ ହେଲେ ସହଜରେ ସେ ଦୁହିଁଙ୍କର ଜୋଟ୍ ଛାଡ଼ିଯାଏ ନାହିଁ।]