ରତ କୂଜିତ Rata kūjita

  • ସଂ. ବି ( 7 ମୀ ତତ୍) — ସ୍ତ୍ରୀସଙ୍ଗମ କାଳରେ ସ୍ତ୍ରୀକଣ୍ଠ— ନିଃସୃତ ସୁଖବ୍ୟଞ୍ଜକ ଅବ୍ୟକ୍ତ ମଧୁର ଧ୍ୱନି; ଶୀତ୍କାର; ମଣିତ — Lascivious low murmur uttered by a woman during coition; Sonitus in Coita