ଯୋଚାଇବା J̄ochāibā

  • ଦେ. କ୍ରି (ସଂ. ଯୁଜଧାତୁ ଣିଚ୍) — (ଯୋଚିବା କ୍ରିୟାର ଣିଜନ୍ତରୂପ — The causative form of J̄ochibā)
  • ଦେ. କ୍ରି (ସଂ. ଯୁଜଧାତୁ ଣିଚ୍) — ଅନ୍ୟଦ୍ୱାରା ଯୋଚିବା କ୍ରିୟା କରାଇବା — To cause to be yoked