ଯୋଚିବା J̄ochibā

  • ଦେ. କ୍ରି—(ସଂ. ଯୁଜ୍ ଧାତୁ) — ପଶୁଆଦିଙ୍କୁ ଯୁଆଳିରେ ବା ଯାନରେ ସଂଯୋଜିତ କରିବା — To yoke beasts to a cart etc
  • ଦେ. କ୍ରି—(ସଂ. ଯୁଜ୍ ଧାତୁ) — [ଉ— ବାହୁକ ସେହିକ୍ଷଣି ଯୋଚି ସେ ଘୋଡ଼ାଙ୍କୁ। କୃଷ୍ଣସିଂହ ମହାଭାରତ. ବନ।]
  • ଦେ. କ୍ରି—(ସଂ. ଯୁଜ୍ ଧାତୁ) — କୌଣସି ପଦାର୍ଥକୁ ଅନ୍ୟ ପଦାର୍ଥ ସଙ୍ଗେ ସଂଯୋଜିତ କରିବା; ଯୋଜନା କରିବା; ଯୋଡ଼ିବା — To join or unite a thing to another
  • ଦେ. କ୍ରି—(ସଂ. ଯୁଜ୍ ଧାତୁ) — [ଉ—ମାରଗଣଗଣକୁ ବିନ୍ଧେ ଗୁଣେ ଯୋଚି। କୃଷ୍ଣସିଂହ. ମହାଭାରତ. ବନ।]