ଯୋଜକ J̄ojaka

  • ସଂ. ବିଣ. (ଯୁଜ୍ ଧାତୁ+କର୍ତ୍ତୃ. ଅକ) — ଯେ ବା ଯାହା ଯୋଗ କରେ — Joining; uniting
  • ସଂ. ବିଣ. (ଯୁଜ୍ ଧାତୁ+କର୍ତ୍ତୃ. ଅକ) — ସଂଯୋଗକାରକ — Causing union
  • ସଂ. ବିଣ. (ଯୁଜ୍ ଧାତୁ+କର୍ତ୍ତୃ. ଅକ) — ଦୁଇ ପଦାର୍ଥକୁ ଏକତ୍ର ଆଣିବା — Bringing together
  • ସଂ. ବିଣ. (ଯୁଜ୍ ଧାତୁ+କର୍ତ୍ତୃ. ଅକ) — ରଥାଦିରେ ପଶୁଆଦିକୁ ଯୋଚୁଥିବା — Yoking
  • ସଂ. ବିଣ. (ଯୁଜ୍ ଧାତୁ+କର୍ତ୍ତୃ. ଅକ) — ଯୋଜନା କାରୀ; ବ୍ଯବସ୍ଥାକାରୀ — Arranging
  • ବି. — ବିବାଦାଆଦିରେ ମଧ୍ୟସ୍ଥ; ଯେ ବିବାଦୀ ପକ୍ଷମାନଙ୍କୁ ମିଳାଇ ଦିଏ — Peace-maker; arbitrator
  • ବି. — (ଭୂଗୋଳ) ଯେଉଁ ସଂକୀର୍ଣ୍ଣ ଭୂଭାଗ ଦୁଇ ବୃହତ୍ତର ଭୁଭାଗକୁ ସଂଯୁକ୍ତ କରେ — (Geography) Isthmus
  • ବି. — ଯୋଜନାକାରୀ ବ୍ୟକ୍ତି — A joiner; an arranger; a contriver (Apte)