ଯୋଚା J̄ochā
- ଦେ. ବି. (ସଂ. ଯୁଜ୍ ଧାତୁ) — ରଥଆଦିରେ ପଶୁକୁ ଯୋଚିବା କ୍ରିୟା — Yoking
- ଦେ. ବି. (ସଂ. ଯୁଜ୍ ଧାତୁ) — [ଉ—ପବନ ପରି ହୋଇ ତହିଁ ବାଜି ଯୋଚା। କୃଷ୍ଣସିଂହ. ମହାଭାରତ. ସଭା।]
- ବିଣ (ରଥାଦିରେ) ସଂଯୋଜିତ (ପଶୁ) — Yoked
- ବିଣ (ରଥାଦିରେ) [ଉ—ଏହା ବାହାରେ ଦେବ ସୁନାରଥଟିଏ, ଥିବେଟି ଯୋଚା ସୁନାଘୋଟକ ଯୋଡ଼ିଏ। କୃଷ୍ଣସିଂହ. ମହାଭାରତ. ବନ।]