ଯୁତିବା J̄utibā

  • ଦେ. କ୍ରି (ସଂ. ଯୁ. ଧାତୁ, ଯୁଜଧାତୁ) — ଗୋରୁ ଆଦି ପଶୁଙ୍କୁ ଶଗଡ଼ରେ ବା ଗାଡ଼ିରେ ବା ହଳରେ ଲଗାଇବା — To yoke beasts to a cart or plough
  • ପ୍ରାଦେ (ସମ୍ବଲପୁର) କ୍ରି — କର୍ଷଣ କରିବା — To plough