ଯୁତି J̄uti

  • ସଂ. ବି (ଯୁ. ଧାତୁ+ଭାବ. ତି) — ଯୋଖିବା; ଯୋଜନ — Uniting; connecting
  • ସଂ. ବି (ଯୁ. ଧାତୁ+ଭାବ. ତି) — ଶକଟାଦିରେ ପଶୁ ଯୋଚିବା — Tying or yoking of beasts to a cart or plough
  • ସଂ. ବି (ଯୁ. ଧାତୁ+ଭାବ. ତି) — (ଗଣିତ) ସଙ୍କଳନ; ଯୋଗ କରଣ — (Arithmetic) Addition
  • ସଂ. ବି (ଯୁ. ଧାତୁ+ଭାବ. ତି) — (ଜ୍ୟୋତିଷ) ସଂକ୍ରମଣ — (astronomy) Conjunction (Apte)
  • ସଂ. ବି (ଯୁ. ଧାତୁ+ଭାବ. ତି) — ବହୁ ସଂଖ୍ୟାର ଯୋଗଫଳ — Sum total; the total number (Apte)
  • ସଂ. ବି (ଯୁ. ଧାତୁ+ଭାବ. ତି) — ସଂଯୋଗ — Union; junction (Apte)
  • ଗ୍ରା.ବି (ଇତର) (ସଂ. ଜ୍ୟୋତି) — ଔଜ୍ଜଲ୍ୟ; ଜ୍ୟୋତିଃ — Radiance; brightness