ଯୁତେ J̄ute

  • ଦେ. (ପଦ୍ୟ) କ୍ରି. ବିଣ (ଅନ୍ୟ ଶବ୍ଦ ପରେ ଲାଗେ) — ଅମୁକ ସଙ୍ଗେ ଯୁକ୍ତ ହୋଇ — Being joined with or attached to
  • ଦେ. (ପଦ୍ୟ) କ୍ରି. ବିଣ (ଅନ୍ୟ ଶବ୍ଦ ପରେ ଲାଗେ) — (ଉ—ସ୍ୱଭାବେ ତପ କ୍ଳେଶ ଯୂତେ, ନିରତେ ଥିବ ଗୁରୁହିତେ। ଜଗନ୍ନାଥ. ଭାଗବତ।)