ଯୁତ୍ J̄ut
- ସଂ. ବି (ଯୁଧ୍ ଧାତୁ=ଯୁଦ୍ଧ କରିବା+ଭାବ କ୍ୱିପ୍=ଯୁଧ୍ ଶବ୍ଦ 1 ମା 1 ବ) — ଯୁଦ୍ଧ — Battle; fight
- ସଂ. ବି (ଯୁଧ୍ ଧାତୁ=ଯୁଦ୍ଧ କରିବା+ଭାବ କ୍ୱିପ୍=ଯୁଧ୍ ଶବ୍ଦ 1 ମା 1 ବ) — ନିନ୍ଦା — Censure; blame
- ସଂ. ବି (ଯୁଧ୍ ଧାତୁ=ଯୁଦ୍ଧ କରିବା+ଭାବ କ୍ୱିପ୍=ଯୁଧ୍ ଶବ୍ଦ 1 ମା 1 ବ) — (+କର୍ତ୍ତୃ. କ୍ୱିପ୍)—ଯୋଦ୍ଧା; ସୈନିକ — A hero; a soldier (Apte)
- ଦେ. ବି. ଓ ବିଣ. — ଜୁତ୍ (ଦେଖ) — Jut (See)