ଯୁଗନ୍ଧର J̄ugandhara

  • ସଂ. ବି (ଉପପଦ ତତ୍ପୁରୁଷ, ଯୁଗଂ=ଯୁଗକୁ+ଧୃ ଧାତୁ= ଧାରଣ କରିବା+କର୍ତ୍ତୃ. ଅ; ଯୁଗ ବା ଯୁଆଳିକୁ ଯେ ଧାରଣ କରେ) — ଯୁଆଳିରେ ସଂଲଗ୍ନ ଥିବା ଶକଟର ବା ଲଙ୍ଗଳାଦିର ଦଣ୍ଡ; ଝୁରାମୂଣ୍ଡି; କୁବର; ଲଙ୍ଗଳର ଈଷ — The front end of the beam of a cart or plough which is attached to the middle of the yoke
  • ସଂ. ବି (ଉପପଦ ତତ୍ପୁରୁଷ, ଯୁଗଂ=ଯୁଗକୁ+ଧୃ ଧାତୁ= ଧାରଣ କରିବା+କର୍ତ୍ତୃ. ଅ; ଯୁଗ ବା ଯୁଆଳିକୁ ଯେ ଧାରଣ କରେ) — ପର୍ବତ ବିଶେଷ — Name of a mountain
  • ସଂ. ବି (ଉପପଦ ତତ୍ପୁରୁଷ, ଯୁଗଂ=ଯୁଗକୁ+ଧୃ ଧାତୁ= ଧାରଣ କରିବା+କର୍ତ୍ତୃ. ଅ; ଯୁଗ ବା ଯୁଆଳିକୁ ଯେ ଧାରଣ କରେ) — ଗାଡ଼ିର ବିମ୍ — The beam of a carriage; the pole of a carriage
  • ସଂ. ବି (ଉପପଦ ତତ୍ପୁରୁଷ, ଯୁଗଂ=ଯୁଗକୁ+ଧୃ ଧାତୁ= ଧାରଣ କରିବା+କର୍ତ୍ତୃ. ଅ; ଯୁଗ ବା ଯୁଆଳିକୁ ଯେ ଧାରଣ କରେ) — (ନାମ) ସାତ୍ୟକିଙ୍କ ପୌତ୍ର (ହି.ଶ) — Grandson of Sātyaki